Lyrics has been copied to clipboard!
ଦ୍ଵୀପ ଟିଏ ସମ କର ମୋତେ ଯୀଶୁ
ନିଜେ ଜଳି ସଭିଙ୍କୁ ଆଲୋକ ଦେବାକୁ
କହିଛ ତୁମେ ସେବା କର ଅନ୍ୟର
ସେଥିଲାଗି ପ୍ରଭୁ ମୋତେ ସାମର୍ଥ୍ୟ କର
1. ସରଗ ରୁ ଓହ୍ଲାଇ ଆସି
ସେବା କଲ ଦୁଃଖୀ ରୋଗୀଙ୍କର
ସାରା ଜଗତ ଦେଖିଲା ଆଜି
ମହାନତା ତୁମ ପ୍ରେମର
ପ୍ରଭୁ ତୁମରି ଗୁଣ ଦିଅ ଜୀବନେ
ଯୀଶୁ ତୁମରି ପ୍ରେମ ଦିଅ ଜୀବନେ
କରିବୁ ସଭିଙ୍କୁ ଆପଣାର
2. ମାନିବୁ ଆମେ ତୁମରି କଥା
ତୁମେ ଆମ ପିତା ଇଶ୍ଵର
ତୁମ ଆଦର୍ଶେ ଚାଲିବୁ ଆମେ
ସେବା କରି ପରସ୍ପର ର
ପ୍ରଭୁ ତୁମରି ଗୁଣ ଦିଅ ଜୀବନେ
ଯୀଶୁ ତୁମରି ପ୍ରେମ ଦିଅ ଜୀବନେ
କରିବୁ ସଭିଙ୍କୁ ଆପଣାର
ରଚନା ଓ ସ୍ୱର - ସଚିତ୍ର ଦିଗାଲ୍
( ଯେ. ଯେ.ହୋମ୍ ,କଟକ )