Lyrics has been copied to clipboard!
କରୁଣାରେ ପୂର୍ଣ୍ଣ ଆମ ଯିହୋବା ଇଶ୍ଵର
ନେଇଥାନ୍ତି ସଦା ଆମ ଚିନ୍ତାର ଭାର
ସୁଖ ଦୁଃଖର ସାଥି ସେ
ଏଣୁ ତାଙ୍କରି ଉଦ୍ଦେଶେ
ଆନନ୍ଦେ ଗାନ କର
ଗୀତ ଆନନ୍ଦେ ଗାନ କର...... ( ଘୋଷା )
୧- ଯିହୋବା ସେ ସ୍ୱୟଂଭୁ ସେ ପ୍ରଭୁ
ଦେଇଥାନ୍ତି ପ୍ରୟୋଜନ ସବୁ
ପ୍ରଶଂସା ଯେ ତାଙ୍କରି ପ୍ରାପ୍ୟ
ପୂଜା ପାଇବାକୁ ସେହି ଯୋଗ୍ୟ
ସୁଖ ଦୁଃଖ ର ସାଥି ସେ .......( ୧ )
୨- ଯୀଶୁ ଆଶା ନିରାଶା ମନର
ବନ୍ଧୁ ସେତ ବିପଦ ବେଳର
ମହିମାରେ ଯୀଶୁ ଵିଭୂଷିତ
ଗୌରବରେ ସେତ ବସ୍ତ୍ରାନିତ
ସୁଖ ଦୁଃଖର ସାଥି..........( ୨ )
ରଚନା ଓ ସ୍ୱର ସଂଯୋଜନା :
ସଚିତ୍ର ଦିଗାଲ
ଯେ.ଯେ.ହୋମ ,କଟକ