Lyrics has been copied to clipboard!
ସେବା କରିବା ସେବା କରିବା ..4x
ଯୀଶୁଙ୍କୁ ଲକ୍ଷ୍ୟ ରଖି
ନିଜକୁ ନମ୍ର କରି
ପରସ୍ପର ର ସେବା କରିବା
1. ଯୀଶୁ ଆମ ଗୁରୁ ଶିଖାଇଅଛନ୍ତି
ତାଙ୍କ ଆଦର୍ଶରେ ଚାଲିବା
ଜଗତରେ ତାଙ୍କ ଠାରୁ
ଆଶୀର୍ବାଦ ଲଭି
ସାକ୍ଷୀ ହୋଇବା
ପିତା ମାତା ଙ୍କର ରୋଗୀ ଦୁଃଖିଙ୍କର
ମନ ପ୍ରାଣ ଦେଇ ସେବା କରିବା
2. ସୁମଧୁର ଦେଇ ପ୍ରିୟ ଯୀଶୁ ନାମ
ତାଙ୍କ ବାକ୍ୟ ହୃଦେ ରଖିବା
ତାଙ୍କରି ପ୍ରେମକୁ ନିତି
ସ୍ମରି ସର୍ବଦା
ପ୍ରେମ ବାଣ୍ଟିବା
ବାକ୍ୟ ଧ୍ୟାନ କରି ବାକ୍ୟ ଶିକ୍ଷା କରି
ଜଗତରେ ତାଙ୍କୁ ଆମେ କହିବା
ସେବା କରିବା ସେବା କରିବା....
ରଚନା -
ସ୍ଵର -

