Lyrics has been copied to clipboard!
ଆମେ ଯୀଶୁଙ୍କର ଯୀଶୁ ଯେ ଆମର
ସାଥି ସେ ଏକା ଅତି ଆପଣାର
ଚିର ପ୍ରେମିକ ସଖା ଜୀବନର
1. ଜଗତେ ଅଛି କେତେ ଦୁଃଖ ନଈରାଶ
ଯୀଶୁଙ୍କ ନାମ ନେଲେ ହୁଏ ସବୁ ଶେଷ
ପୋଛି ଦିଅନ୍ତି ଆମ ଲହୁ ଧାର
ଭରି ଦିଅନ୍ତି ଶାନ୍ତି ସରଗର
2. କରୁଛୁ କରୁଥିବା ତାଙ୍କ ଜୟଗାନ
ତାଙ୍କରି ନାମ ନେଇ ବିତାଇବା ଦିନ
ଆମେ ପାଇବା ଶେଷେ ପୁରସ୍କାର
ସେଇ ସିୟୋନ ଦେଶେ ଅଧିକାର

