Lyrics has been copied to clipboard!
ଦେହ ମନ ଆତ୍ମା ସବୁ କିଛି ଦେଇ
ପ୍ରଭୁଙ୍କୁ ପ୍ରେମ କରିବା
ସାରା ଜଗତରେ ତାଙ୍କରି ପ୍ରେମରେ
ସାରା ଜଗତରେ ତାଙ୍କରି ପ୍ରେମର
ଶୁଭସମାଚର ବାଣ୍ଟିବା
୧- ଦେଇଗଲେ ଯେଉଁ ପରିତ୍ରାଣ ସେଯେ
ସେହି ମଧୁ ଗୀତ ଗାଇବା
ସତ୍ୟ ପଥ ହରା ଅନେକ ପ୍ରାଣର
ପଥ ପ୍ରଦର୍ଶିକା ସାଜିବା
ଅନ୍ଧକାର ଘେରା ଜଗତର ପଥେ..୨ଥର
ଆଲୋକ ଦୀପାଳି ଜାଳିବା
୨- ଆମର ଜୀବନ ଦେଖି ଏ ଜଗତ
ସ୍ତୁତି ପ୍ରଭୁଙ୍କର କରିବ
ତୃଷିତ ଆତ୍ମା ଅନନ୍ତ ଜୀବନ
ନିର୍ଝର ସନ୍ଧାନ ଲଭିବା
ପ୍ରଭୁଯୀଶୁଙ୍କର ପ୍ରେମ ବହି ଆମେ...୨ଥର
ଜଗତେ ଅଗ୍ରଣୀ ହୋଇବା ..