Lyrics has been copied to clipboard!
ମନର କବାଟ ଖୁଲି ଦେରେ
ଯୀଶୁ ଆସି ତୋର ହୃଦେ ପ୍ରବେଶିବେ
ତାରଣ କାରୀ ଯୀଶୁ ବାରଣ କରିବେନି
କାଏଁ ପାପ କରିଛୁ କହି ଦେରେ
1. ହୃଦ ଦ୍ଵାର ମୋର ନୁହେଁ ଆୟୋତରେ
ଅଛି ଶୟତାନ ବସେ
ଚାହେଁଲେ ଧନରେ ଖୁଲିବା କେ ନିଜେ
ନାହିଁ ପାରେ ଖୁଲି ସତେ ରେ
ପରାକ୍ରମି ସେତ ଯୀଶୁ ରାଜା ଆମ
ଖୁଲି ଦେବେ ସେ ନିଜ ବାକ୍ୟ ରେ
ମନର କବାଟ....
2. ଜଗତପତି ସେଠି ରହିବେନି ଡରେ
ଚାଲିଯିବେ ବହୁ ଦୂର କେ
ତ୍ରାଣକର୍ତ୍ତା ଯୀଶୁ ହୃଦେ ହେବେ ରାଜା
କମ୍ପୁଥିବ ମନ୍ ଭରା ରେ
କ୍ଷମା ପ୍ରାପ୍ତି ହୋଇ ପରିତ୍ରାଣ ପାଇ
ଆଜି ଖୁସି ମୁଇଁ ଯୀଶୁ ର ପାଖେରେ
ମନର କବାଟ....