Lyrics has been copied to clipboard!
ସେ ଅଛନ୍ତି ମୋ ସାଥିରେ ..୨ଥର
ଜୀବନର ଚଲାପଥେ
ସେ ଅଛନ୍ତି ମୋ ସାଥିରେ ।
୧.ଆସୁ ଦୁଃଖ ନିନ୍ଦା ଅପମାନ ସବୁ
ମୋର ଯୀଶୁ ଅଛନ୍ତି ସାଥିରେ
ଭୟ ନାହିଁ ଅନ୍ଧକାର ପଥେ
ମୋର ଯୀଶୁ ଅଛନ୍ତି ସାଥୀରେ
୨. ନିରାଶ ମନରେ
ଆଶା ଦେବା ପାଇଁ
ମୋର ଯୀଶୁ ଅଛନ୍ତି ସାଥିରେ
ସରଗ ପଥରେ ମୋତେ ନେବାପାଇଁ
ମୋର ଯୀଶୁ ଅଛନ୍ତି ସାଥିରେ