Lyrics has been copied to clipboard!
ସୀମାହୀନ ଆକାଶର ନିଳିମାରେ
କହିଯାଏ ତାରାଟିଏ
ଜନମିଛି ତୁମ ପାଇଁ ଧରାପରେ
ସରଗର ଶିଶୁଟିଏ
କହିଯାଏ ତାରାଟିଏ
ଜନମିଛି ତୁମ ପାଇଁ ଧରାପରେ
ସରଗର ଶିଶୁଟିଏ
୧. ସୁନ୍ଦର ଶିଶୁ ରୂପରେ ଶାନ୍ତି ରାଜା ଜନମିଲେ ସରଗ ଶାନ୍ତିର ବାଣୀ ପ୍ରେମରେ ସେ ଢ଼ାଳିଦେଲେ... ମୁକତିର ପଥ କରି ଆଲୋକିତ..୨ଥର।
ପ୍ରାଣ ବିହୀନ ଉଇଁଲେ
ସରଗର ....
ପ୍ରାଣ ବିହୀନ ଉଇଁଲେ
ସରଗର ....
୨. ମାନବ ରୂପ ଶରୀରେ ବାକ୍ୟରୂପୀ ହୋଇ ନିଜେ
ତାଙ୍କ ମହା କରୁଣାରେ ଦୁଃଖୀ ଦୁଃଖ ନେଇଗଲେ...୨ଥର
ପାପୀ ମାନବକୁ ଅମର ପ୍ରେମରେ....୨ଥର
ଅନନ୍ତ ଜୀବନ ଦେଲେ ...ସରଗର ...
ତାଙ୍କ ମହା କରୁଣାରେ ଦୁଃଖୀ ଦୁଃଖ ନେଇଗଲେ...୨ଥର
ପାପୀ ମାନବକୁ ଅମର ପ୍ରେମରେ....୨ଥର
ଅନନ୍ତ ଜୀବନ ଦେଲେ ...ସରଗର ...

