Lyrics has been copied to clipboard!
ଚାଲ ସଙ୍ଗାତ ଏଇ ସଙ୍ଗାତ
ହଁ ଚାଲ ସଙ୍ଗାତ ଏଇ ସଙ୍ଗାତ
ଆମେ ବେଥଲିହିମକୁ ଯିବା
ଶିଶୁ ଯୀଶୁ ଜନମିଛନ୍ତି ଦେଖିଆସିବା
ପ୍ରିୟ ଯୀଶୁ ଜନମିଛନ୍ତି
ଦେଖିଆସିବା .....
ହଁ ଚାଲ ସଙ୍ଗାତ ଏଇ ସଙ୍ଗାତ
ଆମେ ବେଥଲିହିମକୁ ଯିବା
ଶିଶୁ ଯୀଶୁ ଜନମିଛନ୍ତି ଦେଖିଆସିବା
ପ୍ରିୟ ଯୀଶୁ ଜନମିଛନ୍ତି
ଦେଖିଆସିବା .....
୧. ନରରୂପ ଧରି ସରଗର ରାଜା
ଜଗତକୁ ଆସିଲେ
ବେଥଲିହିମର ଗୁହାଳ କୁଣ୍ଡରେ
ମରିୟମ କୋଳରେ
ଆସ ନାଚିବା ଆସ ଗାଇବା
ଆସ ନାଚିବା ହାଲ୍ଲେଲୁୟା ଗାଇବା
ଆଜି କେଡ଼େ ଆନନ୍ଦର ଦିନ
ଚାଲ ସଙ୍ଗାତ ........
ଜଗତକୁ ଆସିଲେ
ବେଥଲିହିମର ଗୁହାଳ କୁଣ୍ଡରେ
ମରିୟମ କୋଳରେ
ଆସ ନାଚିବା ଆସ ଗାଇବା
ଆସ ନାଚିବା ହାଲ୍ଲେଲୁୟା ଗାଇବା
ଆଜି କେଡ଼େ ଆନନ୍ଦର ଦିନ
ଚାଲ ସଙ୍ଗାତ ........
୨..ଆସିଲେ ସେ ଆମ ପୁଣି ଜଗତକୁ
ଆଉ ଡର ଭୟ ନାହିଁ
ତାଙ୍କରି ଠାରେ ବିଶ୍ୱାସ କରିଲେ
ପରିତ୍ରାଣ ମିଳେ ଭାଇ
ଆସ ନାଚିବା ଆସ ଗାଇବା
ଆସ ନାଚିବା ହାଲ୍ଲେଲୁୟା ଗାଇବା.....
ଆଉ ଡର ଭୟ ନାହିଁ
ତାଙ୍କରି ଠାରେ ବିଶ୍ୱାସ କରିଲେ
ପରିତ୍ରାଣ ମିଳେ ଭାଇ
ଆସ ନାଚିବା ଆସ ଗାଇବା
ଆସ ନାଚିବା ହାଲ୍ଲେଲୁୟା ଗାଇବା.....

