Lyrics has been copied to clipboard!
ଆସିଛି ଆଜି ଏ ଶୁଭ ଦିନ
ସଭିଙ୍କର ଜନ୍ମ ଦିନ
ଭାରି ପ୍ରତି ହୃଦେ ହସର ଜୁଆର
ଦେଇମନେ ଆନନ୍ଦ
ସଭିଙ୍କର ଜନ୍ମ ଦିନ
।। ଆଶୀର୍ବାଦର ଆକର ହୋଇଲା ଏ ଜୀବନ
ଅନୁଗ୍ରହେ ପ୍ରଭୁ ତୁମ ଦେଖିଲା ଜନମ ଦିନ
କରେ ଧନ୍ୟବାଦ ମନ ପ୍ରାଣ ଆମ
ତୁମ ନାମ ଜୟ ଜୟ ସ୍ମରି ତୁମରି ଆଶିଷ
।। ସର୍ବ ରୋଗ ସଙ୍କଟ ଦୂର କଲ ଈଶ୍ୱର
ଦେଇ ମଙ୍ଗଳ ଦାନ କରିଛ ତୃପ୍ତ ଜୀବନ
ହେବା ନାହିଁ ଭୀତ। ଆସୁ ଯେତେ ଦୁଃଖ
କରିବେ ପ୍ରଭୁ ଉଦ୍ଧାର
ଯୀଶୁ ହିଁ ଆଶ୍ରୟ ଆମ
।। ପ୍ରଫୁଲ୍ଲ ।।

