Lyrics has been copied to clipboard!
ଯୀଶୁଙ୍କର କଥା ଶୁଣିବା
ଯୀଶୁଙ୍କର କଥା ମାନିବା
ଯୀଶୁଙ୍କର କଥା କହିବା
ଏଇ ଜଗତରେ ଆମେ ସାକ୍ଷୀ ହୋଇବା
ହଁ ...ମୁଁ ....ହଁ ...ତୁମେ...୨ଥର
ଆମେ ସଭିଏଁ ସାକ୍ଷୀ ହୋଇବା..
୧. ମିଛ କହିବାନି ଆମେ ସଦା ସତ କହିବା
ବାପା ମା ଗୁରୁଜନଙ୍କ କଥା
ଆମେ ମାନିବା....୨ଥର
ହଁ ....ମୁଁ ...ହଁ ତୁମେ........
୨. ପ୍ରଭୁଙ୍କର କଥା ମାନି ଆମେ ପ୍ରେମ କରିବା
ଦୁଃଖରେ ସୁଖରେ ସଭିଙ୍କର ସାଥି ହୋଇବା
ହଁ ମୁଁ...... ହଁ ତୁମେ.......
👌👌👌👌prafulla👌👌👌👌💐💐

