Lyrics has been copied to clipboard!
ଗୁରୁ ଦିବସ ଆସିଛି ଆଜି
ପ୍ରତି ହୃଦେ ଆମ ଆନନ୍ଦ ନେଇ
ପ୍ରଣମୁଛୁ ଚରଣେ ତୁମ
ଭକତିର ଫୁଲ ଦେଇ ....୨ଥର
୧- ଗୁରୁ ତୁମେ ଜ୍ଞାନର ଆଧାର
ଦୂର କର ଅଜ୍ଞାନ ଆମର
ଦିଅ ସଦା ଜ୍ଞାନର ଆଲୋକ
ଜଳୁଥିବୁ ଏ ସାରା ସଂସାର
ସେଥିପାଇଁ ଗୁରୁ ତୁମେ ଆମ ଏ ଜୀବନେ ଆମରି
ଗୁରୁ ଦିବସ..............
୨. ଶିକ୍ଷା ଆଉ ଆଦର୍ଶର ଏକ
ମୂର୍ତ୍ତି ମନ୍ତ୍ର ଏହି ଜଗତର
ତୁମେ ଅଟ ସ୍ନେହର ପ୍ରେମର
ସଭିଙ୍କର ଜୀବନ ପ୍ରଦୀପ
ହେବ ଚିର ମଧୁମୟ
ପ୍ରାଣ ଆଶିଷ ତୁମରି ପାଇଁ
ଗୁରୁ ଦିବସ ........
ପ୍ରଫୁଲ୍ଲ.....👍👍👍👍👍👍
Please visit my YouTube channel
For more updates vdo.
1. Go 2 YouTube
2. Search...
Prafulla Technical..
Then now subscribed...
..... Thanks you for visiting my website...

