Lyrics has been copied to clipboard!
ସୁନୀଳ ଏଇ ଆକାଶେ
ମଉନ ଏକ ରାତିରେ
ତାରା ଟିଏ ଉଇଁଲା
ଆଗମନେ ଶୁଭ ବାଣୀ
ପ୍ରତିକାନେ କହିଲା
ସୁୁନିିଳ ଏଇ .......
୧ : ସ୍ୱର୍ଗ ପୁର ତେଜି ପ୍ରେମରେ
ଧୂଳି ଧୁସରିତ ଧରାରେ .....୨ଥର
ଶାନ୍ତି ଦୂତ ଈଶ୍ୱସୁତ
ଶିଶୁ ରୂପେ ହସିଲା
ସୁନିଳ ଏଇ ......
୨: ଦୂରେ ହଜିଗଲା ନିରାଶା
ମିଳିଗଲା ସାହା ଭରସା ...୨ଥର
ମୁକତିର ସେହି ଦୀପ
ଯେବେ ଜଳି ଉଠିଲା
ସୁନିଳ ଏଇ ...........
( ପ୍ରଫୁଲ୍ଲ )

