Lyrics has been copied to clipboard!
Song
ଆ...........ଆ.... ଆ...
ଆକାଶେ ହସୁଛି ବଡ ତାରା
ଝୁମି ଝୁମି ନାଚେ ଏଇ ଧରା
ଶୀତୁଆ ରାତିର ମଉନ ବେଳାର
ଭଙ୍ଗା ଗୁହାଳ ଘରେ
କେଡେ ଆନନ୍ଦରେ ଖେଳେ ସରଗର
ଶିଶୁଟି ପରା ...
୧ : ରାଜାଙ୍କର ରାଜା ସେତ
ପ୍ରଭୁ ଯୀଶୁ ଈଶ୍ୱସୁତ
ହରିବାକୁ ଆମ ପାପ ନେଇଛନ୍ତି ନର ରୂପ
ମୁକତି କରତା ଚିର ଶାନ୍ତି ଦାତା
ଏକା ପ୍ରିୟତମ ସଖା
ହୃଦୟ ତାଙ୍କର ଦୟା କ୍ଷମା ପୁଣି
ପ୍ରେମରେ ଭରା
ଆକାଶେ ହସୁଛି .......👍👍👍👍👍👍
୨ : ଢ଼ାଳି ହୃଦ ନାଇବେଦ ପୂଜିବା ତାଙ୍କରି ପାଦ
କରି ତାଙ୍କ ଗୌରବ
ଦେବା ଶତ ଧନ୍ୟବାଦ
ତାଙ୍କ ଦରଶନେ କମଳ ପରଷେ ପାପ ପଳାଏ ଜୀବନେ
କହୁଥିବା ସଦା ସରଗୁ ଅମୃତ
ଆଶିଷ ଧାରା .....
ଆକାଶେ ହସୁଛି......👍👍👍
( ପ୍ରଫୁଲ୍ଲ )

