Lyrics has been copied to clipboard!
ଜନମିଛନ୍ତି ଯୀଶୁ ରାଜା ଆମର
ଗୁହାଳ କୁଣ୍ଡରୁ ଶୁଭେ ତାହାଙ୍କ ସ୍ୱର ( ୨ ଥର)
ଦାଉଦ ନଗର କ୍ଷମାର ସାଗର
ଆସିଲେ ଆସିଲେ ପ୍ରଭୁ ସ୍ୱାଗତ କର (୨ ଥର)
ଜନମିଛନ୍ତି....
ପୁଲକିତ ଧରା ଗଗନ ଖୁସି ଲଗନ ଏ ଜୀବନେ
ଶାନ୍ତିର ଆଗମନେ
ଶିହରଣ ଖେଳେ ଅନ୍ତରେ ସ୍ପନ୍ଦନ ବଢେ ହ୍ରୁଦୟରେ
ଆନନ୍ଦ ଲହରୀ ଛୁଟେ (୨ ଥର)
ଶୀତଳ ଲହରୀ ଆସୁଅଛି ମାଡ଼ି
ଜନମ ସମ୍ବାଦ ନେଇ (୨ ଥର)
ଜନମିଛନ୍ତି....
ଅନ୍ୱେଷଣ ଯିବା କରି ତାରା ପଛେ ଅନୁସରି
ହ୍ରୁଦୟକୁ ଶୂନ୍ଯ କରି ଶେଷ ଯାଏଁ ଧୈର୍ଯ୍ୟ ଧରି ( ୨ ଥର)
ବେଥଲିହିମ ଗୁହାଳ ଆମରି ଲକ୍ଷ ସ୍ଥଳ
କରିବା ଯାଇ ଦର୍ଶନ ଜୀବନ ହେବ ଧନ୍ୟ
ଜନମିଛନ୍ତି...
Audio credits 🎶
🎼 Singer- Humane Sagar
🎼 Composition- Digbijay (ILU)
🎼 Lyrics- Taitas Pal
🎼 Music Scoring- Bapi Samal
🎼 Dub & Mix- MRR studio, CTC
🎼 Flute- Sima
🎼 DOP & Edit- Digital crew
🎼 Poster- Biswo
🎼 Technical support - Brother Mohit
🎼 Supported by - Brother Babuna
🎼 Concept - Brother Saman
🎼 YouTube partner - Brother Alok

