Lyrics has been copied to clipboard!
ଯୀଶୁ ପ୍ରେମ ଅତି ମନୋରମ
ଯୀଶୁ ନାମ ଅତି ଉତ୍ତମ ..୨ଥର
ତାଙ୍କ ବିନା ନାହିଁ ପ୍ରେମୀ
ଏ ଧରାରେ
ନାହିଁ କେହି ଜଗତେ
ତାଙ୍କ ସମରେ
ସେହି ଏକା ମଧୁର
ଏକା ଯୀଶୁ ରାଜା ଆମର
ଯୀଶୁ ନାମେ ଅଛି ଶକ୍ତି
ତାଙ୍କ ନାମେ ଅଛି ମୁକ୍ତି
ସେଇ ପରା ତ୍ରାଣକର୍ତା
ଦିଅନ୍ତି କୃପା ଓ ଶାନ୍ତି
ତାଙ୍କ ବିନା ...
ଲେଖା ଓ ସ୍ୱର - William Raita

