Lyrics has been copied to clipboard!
ସଞ୍ଜ ସକାଳେ ତୁମରି ନାମେ
ମୁଁ ଗାଇବି ପ୍ରଭୁ ମୁଁ ଭଜିବି
ତୁମରି ପଥରେ ମୁଁ ଚାଲିବି
ତୁମରି ସେବା କରିବି
୧. ତୁମ ନାମେ ଧନଜନ ସେହି ନାମେ ପରିତ୍ରାଣ
ଅଛି ପ୍ରଭୁ ଅନନ୍ତ ଜୀବନ
ସେହି ନାମେ ମୋର
ଜ୍ଞାନ ସନମାନ
ବଡାଏ ମୋ ନିତି ଦିନ
୨.ଆହେ ପ୍ରଭୁ ଦୁଃଖ ହାରୀ
ଶୁଣ ନିତି ମୋ ଗୁହାରି
କର ପ୍ରଭୁ ସଂକଟରୁ ପାରି
ତୁମେ ହିଁ ମୋହର ଜୀବନ ଚାଳକ
ରକ୍ଷା କର ହେ ଈଶ୍ୱର ...

