Lyrics has been copied to clipboard!
ପ୍ରଭୁ ଯୀଶୁ ତୁମେ ସୃଷ୍ଟି କରତା
ପ୍ରଭୁ ଯୀଶୁ ତୁମେ ଆରୋଗ୍ୟ ଦାତା
ପ୍ରେମର ତୁମେ ଦୟା ସାଗର ...୨ଥର
ସାରା ଜଗତରେ ପ୍ରଭୁ ତୁମରି ରାଜ୍ୟ ଆସୁ
ସାରା ଜଗତରେ ପ୍ରଭୁ ଜୟ ତୁମ ହେଉ...୨ଥର
ପ୍ରେମିକ ଈଶ୍ୱର ଦୟା ସାଗର ....୨ଥର ...( ୧ )
ମୋ ପ୍ରଭୁ ଯୀଶୁ ସତ୍ୟ ସନାତନ
ରାଜାମାନଙ୍କର ରାଜା ସେହି ଭାଜନ ...୨ଥର
ହୃଦୟର ତୁମେ ଦୟା ସାଗର ...୨ଥର ...( ୨)
ତୁମରି ଚରଣେ ସେବା କରିବୁ ଯେଉଁ ଦିନ
ଦୟା କର ଯୀଶୁ ରାଜା ଦିଅ ଦରଶନ ...୨ଥର
ପବିତ୍ର ଈଶ୍ୱର ଦୟା ସାଗର ...୨ଥର ....( ୩ )

