Lyrics has been copied to clipboard!
YOUTUBEYouTubeହୋ ... ହୋ... ୫ଥର
ଲା...ଲା ....୫ଥର
ହୋ ... ହୋ...୫ଥର
ଲା...ଲା ....୫ଥର
ଲା ...ଲା....୯ଥର
ଲା ...ଲା... ୯ଥର
music
ଆଜି ଦାଉଦ ନଗରେ ଦେଖ ଜନ୍ମି ଅଛନ୍ତି
music
ତ୍ରାଣ କର୍ତ୍ତା ମଶୀହ ଦେଖ ଆସି ଅଛନ୍ତି
music
ଆଜି ଦାଉଦ ନଗରେ ଦେଖ ଜନ୍ମି ଅଛନ୍ତି
ତ୍ରାଣ କର୍ତ୍ତା ମଶୀହ ଦେଖ ଆସି ଅଛନ୍ତି
ହୋଇ ସୃଷ୍ଟି ର ଆକର
ଛାଡ଼ି ସରଗପୁର
ହୋଇ ସୃଷ୍ଟି ର ଆକର
ଛାଡ଼ି ସରଗପୁର
ଆସିଛନ୍ତି ଆମ ପାଇଁ ଏଇ ମରତ ପୁର
ଆସିଛନ୍ତି ଆମ ପାଇଁ ଏଇ ମରତ ପୁର
music
ଆଜି ଦାଉଦ ନଗରେ ଦେଖ ଜନ୍ମି ଅଛନ୍ତି
music
ତ୍ରାଣ କର୍ତ୍ତା ମଶୀହ ଦେଖ ଆସି ଅଛନ୍ତି
ଆଜି ଦାଉଦ ନଗରେ ଦେଖ ଜନ୍ମି ଅଛନ୍ତି
ତ୍ରାଣ କର୍ତ୍ତା ମଶୀହ ଦେଖ ଆସି ଅଛନ୍ତି
MUSIC
୧- ହୋଇଛି ଧନ୍ୟ ଆଜି
ସେହି ବେଥଲିହିମ
ଆମରି ପାପର ପାଇଁ
ନେଲ ତୁମେ ଜନମ
music
ହୋଇଛି ଧନ୍ୟ ଆଜି
ସେହି ବେଥଲିହିମ
ଆମରି ପାପର ପାଇଁ
ନେଲ ତୁମେ ଜନମ
ସବୁ ଥାଇ ତୁମେ ଦେଖାଇ ପ୍ରେମ
ମଣିଷ ର ରୂପ ନେଇ
MUSIC
ସବୁ ଥାଇ ତୁମେ ଦେଖାଇ ପ୍ରେମ
ମଣିଷ ର ରୂପ ନେଇ
MUSIC
ଗୁହାଳ ରେ ଗଲ ଶୋଇ
ଗୁହାଳ ରେ ଗଲ ଶୋଇ
ଗୁହାଳ ରେ ଗଲ ଶୋଇ
ଗୁହାଳ ରେ ଗଲ ଶୋଇ
MUSIC
ଆଜି ଦାଉଦ ନଗରେ ଦେଖ ଜନ୍ମି ଅଛନ୍ତି
music
ତ୍ରାଣ କର୍ତ୍ତା ମଶୀହ ଦେଖ ଆସି ଅଛନ୍ତି
music
ଆଜି ଦାଉଦ ନଗରେ ଦେଖ ଜନ୍ମି ଅଛନ୍ତି
ତ୍ରାଣ କର୍ତ୍ତା ମଶୀହ ଦେଖ ଜନ୍ମି ଅଛନ୍ତି
MUSIC
୨- ତାରକା ଇଶାରା ରେ
ପଣ୍ଡିତେ ଗଲେ ଧାଇଁ ରେ
ଭକତି ଭରା ଅନ୍ତରେ
ପୂଜିଲେ ତାଙ୍କ ପୟରେ
music
ତାରକା ଇଶାରା ରେ
ପଣ୍ଡିତେ ଗଲେ ଧାଇଁ ରେ
ଭକତି ଭରା ଅନ୍ତରେ
ପୂଜିଲେ ତାଙ୍କ ପୟରେ
ସୁନା କୁନ୍ଦୁରୁ ପୁଣି ଗନ୍ଧରସ
ଭେଟି ନେ଼ଇ ତାଙ୍କ ପାଶ
music
ସୁନା କୁନ୍ଦୁରୁ ପୁଣି ଗନ୍ଧରସ
ଭେଟି ନେ଼ଇ ତାଙ୍କ ପାଶ
ଲଭିଲେ ତାଙ୍କ ଆଶିଷ
ଲଭିଲେ ତାଙ୍କ ଆଶିଷ
ଲଭିଲେ ତାଙ୍କ ଆଶିଷ
ଲଭିଲେ ତାଙ୍କ ଆଶିଷ
ଆଜି ଦାଉଦ ନଗରେ ଦେଖ ଜନ୍ମି ଅଛନ୍ତି
music
ତ୍ରାଣ କର୍ତ୍ତା ମଶୀହ ଦେଖ ଜନ୍ମି ଅଛନ୍ତି
ଆଜି ଦାଉଦ ନଗରେ ଦେଖ ଜନ୍ମି ଅଛନ୍ତି
ତ୍ରାଣ କର୍ତ୍ତା ମଶୀହ ଦେଖ ଜନ୍ମି ଅଛନ୍ତି
ହୋଇ ସୃଷ୍ଟି ର ଆକର
ଛାଡ଼ି ସରଗପୁର
ହୋଇ ସୃଷ୍ଟି ର ଆକର
ଛାଡ଼ି ସରଗପୁର
ଆସିଛନ୍ତି ଆମ ପାଇଁ ଏଇ ମରତ ପୁର
ଆସିଛନ୍ତି ଆମ ପାଇଁ ଏଇ ମରତ ପୁର
music
ଆଜି ଦାଉଦ ନଗରେ ଦେଖ ଜନ୍ମି ଅଛନ୍ତି
music
ତ୍ରାଣ କର୍ତ୍ତା ମଶୀହ ଦେଖ ଆସି ଅଛନ୍ତି
MUSIC
ଆଜି ଦାଉଦ ନଗରେ ଦେଖ ଜନ୍ମି ଅଛନ୍ତି
ତ୍ରାଣ କର୍ତ୍ତା ମଶୀହ ଦେଖ ଆସିଅଛନ୍ତି
ଗୀତ : ଆଜି ଦାଉଦ ନଗର ଦେଖ ଜନ୍ମିଅଛନ୍ତି ।
ରଚନା ଓ ସ୍ୱର ସଂଯୋଜନା - ସଚିତ୍ର ଦିଗାଲ
ପିଆନୋ କଭର - ରାଜେଶ ଭୂୟାଁ

