Lyrics has been copied to clipboard!
ଅ...ପାସୋରା
ସେ ପ୍ରେମ କୁ ..୨ଥର
ମୁଁ ପାଇଛି .. ୨ଥର
ହଜି ମୁଁ ଯିବି ହୋ ..
ମଜ୍ଜି ମୁଁ ଯିବି
ହଜି ମୁଁ ଯିବି ମଜ୍ଜି ମୁଁ ଯିବି
ଗାଉଥିବି ମୋ ଜୀବନ ସାରା
ତୁମ ପ୍ରେମ ର ସେ ଧାରା
ସେଇ ଯେ ଏକା ମୋ ସାହାରା
୧. ଗଲଗଥା ପରେ ଝରଇ
ଆଜି ବି ସେ ରକ୍ତଧାର
ଚାହିଁ ଦେଖ ଫେରି ଥରେ
ଝରୁଛି ପ୍ରେମର ଝର
ହୋ .....ଗଲଗଥା.......
ଫେରିଆ ତୁ ବାରେ
ସେ ପ୍ରେମ ଉହାଡ଼େ
ପ୍ରସାରିତ ବାହୁ ତଳେ
ହୋ......ଫେରିଆ.....
୨. ଶୂନ୍ୟ ସମାଧି କହଇ
ଭାଙ୍ଗିଛି ମୃତ୍ୟୁ ନାହୁଡ଼
ଦେଖ ଯୀଶୁ ସ୍ୱୟଂଜୀବିତ
ସେ ଏକା ମୁକ୍ତି ର ପଥ
ହୋ ..........ଶୂନ୍ୟ ସମାଧି........
ପ୍ରେମ ରେ ସେ ତୋତେ
ତୋଳି ନେବେ ହାତେ
ଅନନ୍ତ ଜୀବନ ଦେବେ
ହୋ.......ପ୍ରେମ ରେ ....
ଗୀତ ଶୁଣିବା କୁ ଏବଂ ଡାଉନଲୋଡ କରିବାକୁ
ତଳେ ଥିବା ଲିଙ୍କ କୁ କ୍ଲିକ କରନ୍ତୁ ।

