Lyrics has been copied to clipboard!
କେତେ ଭଲ ମୋର ପ୍ରଭୁ ଯୀଶୁ ହେ
କେତେ ଭଲ ମୋର ପ୍ରଭୁ …(ଘୋଷା)
ତୁମେ ମୋ ବିଶ୍ୱାସ ଭୂମି ଯୀଶୁ ହେ
ତୁମେ ମୋ ବିଶ୍ୱାସ ଭୂମି | ୧ |
ତୁମେ ମୋ ଜୀବନ୍ତ ଜଳି ଯୀଶୁ ହେ
ତୁମେ ମୋ ଜୀବନ୍ତ ଜଳ | ୨ |
ତୁମେ ମୋ ପ୍ରତିପାଳକ ଯୀଶୁ ହେ
ତୁମେ ମୋ ପ୍ରତିପାଳକ |୩|
ତୁମେ ମୋ ଆରୋଗ୍ୟକାରୀ ଯୀଶୁ ହେ
ତୁମେ ମୋ ଆରୋଗ୍ୟକାରୀ I୪I
ତୁମେ ମୋର ମୁକ୍ତି ଦାତା ଯୀଶୁ ହେ
ତୁମେ ମୋର ମୁକ୍ତିଦାତା |୫|
ତୁମେ ମୋର ଶାନ୍ତି ଦାତା ଯୀଶୁ ହେ
ତୁମେ ମୋର ଶାନ୍ତି ଦାତା |୬|
ତୁମେ ମୋ ସବୁରେ ସବୁ ଯୀଶୁ ହେ
ତୁମେ ମୋର ସବୁରେ ସବୁ |୭|

