Lyrics has been copied to clipboard!
ଆମେ ବାର୍ତ୍ତା ବହ ଶାନ୍ତିର
ପ୍ରେମ ଆମ ଭାଷା ଏଇ ଧରାରେ
କ୍ଷମା ଗୀତି ଝରେ ଆମ ଅଧରେ
ଆମେ ପ୍ରତିବିମ୍ବ ଜ୍ୟୋତିଃର
୧. ଏ ପୃଥିବୀ ଖୋଜୁଛି ଶାନ୍ତି ର ପଥ
ସେ ଜାଣେନା ଆଜିବି ଜୀବନ ଅର୍ଥ
ସେ ଧରାରେ ଆମେ ହିଁ ଆଶାର
ଆଲୋକ ପ୍ରତୀକ୍ଷା ବିଧୀ ମୈତ୍ରୀର
୨. ଏ ମଣିଷ ଆଜିବି ତେଜରେ ସ୍ୱାର୍ଥ
ତ୍ୟାଗ ବିନା ପ୍ରତିଟି ଜୀବନ ବ୍ୟର୍ଥ
ପରିଚୟ ଆମେ ସେ କ୍ରୁଶର
ଏହି ଆମ ଲକ୍ଷ୍ୟ ସ୍ୱର୍ଗ ଯାତ୍ରୀର

