Lyrics has been copied to clipboard!
ମହିମା କରୁ ପ୍ରଭୁ ତୁମ ଆଜି ଏ ଦିନ ପାଇଁ
ଝରୁଛି କରୁଣା ତୁମ
ଅଶେଷ ଆଶିଷ ନେଇ
୧- କାଲି ଥିଲେ ଆମେ ତୁମଠୁ ଦୂରରେ
ଆଜି କିନ୍ତୁ ଆମେ ତୁମରି ଚରଣେ
ଆମେ ଭରସାର ପ୍ରେମ ଭରାଝର
ନୂତନ ସଙ୍ଗୀତ ନେଇ
୨- ଶୁଭ ଆଶା ଆମେ ଆଗାମୀ କାଲିର
ନୂତନ ସପନ ଆଗାମୀ ଦିନରେ
ଆମେ ଭରସାର ପ୍ରେମ ଭରାଝର
ନୂତନ ସଙ୍ଗୀତ ନେଇ

