Lyrics has been copied to clipboard!
ଆ....ଆ......ଆ......
ହସି ଉଠେ ନୀଳ ଆକାଶ
ଦେଖି ମରତେ ଈଶ୍ୱକୁମର
ଝରିପଡ଼େ ବେଥଲରେ ସରଗୁ ଆଶିଷ
ଆ.....ଆ....ଆ....
ହସି ଉଠେ ନୀଳ ଆକାଶ
ଦେଖି ମରତେ ଈଶ୍ୱକୁମର
ଝରିପଡ଼େ ବେଥଲରେ ସରଗୁ ଆଶିଷ
ଆ.....ଆ....ଆ....
୧: ସେଯେ ପ୍ରେମମୟ ଚିରଦୟାମୟ
ଆଶା ଭରସାର ନୂଆ ସୂର୍ଯ୍ୟାଦୟ
ଆ....ଆ......ଆ.....ସେଯେ ପ୍ରେମମୟ.......
ରୁ...….ରୁ....ରୁ.....
ଆଶା ଭରସାର ନୂଆ ସୂର୍ଯ୍ୟାଦୟ
ଆ....ଆ......ଆ.....ସେଯେ ପ୍ରେମମୟ.......
ରୁ...….ରୁ....ରୁ.....
ସେ ମହାମହିମ ରାଜଧିରାଜନ
ସେ ପଥ ସତ୍ୟ ପୁଣି ଜୀବନ
ଆସିଛନ୍ତି ଦେବାପାଇଁ ମୁକତି ପରଶ
ଆ......ଆ......ଆ...
ସେ ପଥ ସତ୍ୟ ପୁଣି ଜୀବନ
ଆସିଛନ୍ତି ଦେବାପାଇଁ ମୁକତି ପରଶ
ଆ......ଆ......ଆ...
୨: ଆସ ପରିଶ୍ରାନ୍ତ ପାପରେ ପତିତ
ତାଙ୍କ ପଦତଳେ ହୁଅ ଅବନତ
ଆ.......ଆ.......ଆ..... ଆସ ପରିଶ୍ରାନ୍ତ ....
ରୁ...….ରୁ.....ରୁ......
ସେ ବହିବେ ଭାର , ଦେଇ ପରିତ୍ରାଣ
ହେବ ସାର୍ଥକ ତୁମ ଜୀବନ
ଜନମିଲେ ସେଥିଲାଗି ହୋଇ ସେ ମଣିଷ
ଆ........ଆ.....ଆ.....
ରଚନା: ସୌମେନ୍ଦ୍ର କୁମାର ସାହୁ
ସ୍ୱର : ଶ୍ରୀକାନ୍ତ ନନ୍ଦ
ତାଙ୍କ ପଦତଳେ ହୁଅ ଅବନତ
ଆ.......ଆ.......ଆ..... ଆସ ପରିଶ୍ରାନ୍ତ ....
ରୁ...….ରୁ.....ରୁ......
ସେ ବହିବେ ଭାର , ଦେଇ ପରିତ୍ରାଣ
ହେବ ସାର୍ଥକ ତୁମ ଜୀବନ
ଜନମିଲେ ସେଥିଲାଗି ହୋଇ ସେ ମଣିଷ
ଆ........ଆ.....ଆ.....
ରଚନା: ସୌମେନ୍ଦ୍ର କୁମାର ସାହୁ
ସ୍ୱର : ଶ୍ରୀକାନ୍ତ ନନ୍ଦ

