Lyrics has been copied to clipboard!
ଝୁମି ତାନା ତାନା ତାନା ନା ନା ନା
ଅନ୍ଧାର ରାତି ଆଜି
ହସି ଉଠେ କାହିଁ
ବେଥଲ ଗୁହାଳ ରେ ଶିଶୁ ଯୀଶୁ ଧରାପରେ
ଜନମିଲେ ଆମ ପାଇଁ
ଝୁମ ତାନା ତାନା .....
ହୋ .....ହୋ ...ହୋ ......ହୋ
ନୀଳ ଆକାଶେ ହସୁଥିଲା
ଦେଖ ଉଜ୍ଜ୍ବଳ ତାରକା
ହସି ଜଗତେ କହୁଥିଲା
ଯୀଶୁ ଜନମର କଥା
ଜଗତେ ହସିଛି କଳୁଷ ଅନ୍ଧାର
ମରତେ ଆସିଛି ନବ ସଂଚାର
କରିବାକୁ ମୋତେ ଉଦ୍ଧାର
ମୋତେ ଉଦ୍ଧାର
ଝୁମ ତାନା ତାନା...
ହୋ .....ହୋ ...ହୋ .. ହୋ ..
ବେଥଲିହିମ ଝଲସି ଗଲା
ଯୀଶୁଙ୍କ ପରଶେ ପରା
ମୁକତି ଦାତା ଜଗତେ ଉଭା
ଆନନ୍ଦେ କର ହେ ମଜା
ଜଗତେ ହଜିଛି କଳୁଷ ଅନ୍ଧାର
ମରତେ ଆସିଛି ନବ ସଂଚାର
କରିବାକୁ ମୋତେ ଉଦ୍ଧାର
ମୋତେ ଉଦ୍ଧାର
ଝୁମ ତାନା ତାନା .....👌👌
ଲେଖା ଓ ସ୍ୱର ସଂଯୋଜନା : isac majhi

