Lyrics has been copied to clipboard!
କୁହ ତୁମେ କୁହ ଯୀଶୁ ମୁକତି ଦାତା
ସେହି ଏକା ସେହି
ଆମ ତ୍ରାଣ କରତା
ହଁ ଗାଅ ହାଲ୍ଲେଲୁୟା .....
୧. ଅନ୍ଧ ଦେଖିଲା ଛୋଟା ଚାଲିଲା ତାଙ୍କରି ନାମେ
ମୁକ୍ତି ଲଭିଲା ଏଇ ଜଗତେ ତାଙ୍କରି ପ୍ରେମେ ..୨ଥର
ହଁ ଗାଅ ହାଲ୍ଲେଲୁୟା ...
୨. ଏଇ ଧରାର ପାପୀ ମାନବେ କରି ସେ ପ୍ରେମ
କ୍ରୁଶେ ଚଢ଼ିଲେ ମୃତ୍ୟୁ ଜିଣିଲେ ଦେଇ ଜୀବନ ..୨ଥର
ହଁ ଗାଅ ହାଲ୍ଲେଲୁୟା ...
୩. କିଏ କହିବ କାଲି ନ ଥିବ ଏମିତି ଦିନ
ଆଜି ଗାଅରେ ମୁକ୍ତ କଣ୍ଠରେ ଯୀଶୁଙ୍କ ନାମ..୨ଥର
ହଁ ଗାଅ ହାଲ୍ଲେଲୁୟା ...

